ବର୍ତ୍ତମାନ ପଞ୍ଜୀକରଣ କରନ୍ତୁ ଏବଂ ସାମିଲ ହୁଅନ୍ତୁ!
ମୋଟ ପଞ୍ଜିକୃତ କୃଷକ
୭୭,୭୬,୩୬୪
କୃଷକମାନଙ୍କୁ ସମୁଦାୟ ପରାମର୍ଶ ପଠାଯାଇଛି
୧,୪୦,୪୮,୭୧,୧୪୬
ବର୍ତ୍ତମାନ ଏହି ସେବା ରେ ପଞ୍ଜୀକୃତ ଥିବା କୃଷକ ମାନଙ୍କୁ ସମ୍ପୂର୍ଣ ଋତୁରେ ତାଙ୍କ ମୋବାଇଲ ଫୋନରେ କଲ ମାଧ୍ୟମରେ ତାଙ୍କ ପାଇଁ ପ୍ରସ୍ତୁତ ହେଇଥିବା ବିଶେଷ କୃଷି ପରାମର୍ଶ ପାଉଛନ୍ତି।
ଏବେ ଆମର ଅନଲାଇନ ପଞ୍ଜୀକରଣ ଫର୍ମ ପୂରଣ କରି ନିଜକୁ ପଞ୍ଜୀକୃତ କରନ୍ତୁ!
ଯଦି ଆପଣଙ୍କ ସ୍ମାର୍ଟ ଫୋନ ନାହିଁ କିମ୍ବା ୱେବଫର୍ମ ବ୍ୟବହାର କରି ପଞ୍ଜୀକରଣ କରିପାରିଲେ ନାହିଁ,
ଆପଣ ୧୫୫୩୩୩ ନମ୍ବରକୁ କଲ କରନ୍ତୁ।
ଆମକୁ କୌଣସି ପ୍ରଶ୍ନ ପଚାରନ୍ତୁ
ଯଦି ଆପଣ ପଞ୍ଜୀକୃତ ହେଇଯାଇଛନ୍ତି,
ଆପଣ କୌଣସି ସମୟରେ ଆମର ମାଗଣା ହଟଲାଇନ ନମ୍ବରରେ ପ୍ରଶ୍ନ ରେକର୍ଡ କରିବାକୁ କଲ କରିପାରିବେ,
ଏବଂ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ. ୧୫୫୩୩୩ ରେ ଫୋନ କରନ୍ତୁ!
ଆପଣ ଆମର ମାଗଣା ଲାଇଭ କଲ ସେଣ୍ଟରକୁ ମଧ୍ୟ କଲ କରିପାରିବେ
ଏବଂ ଆପଣ ପଞ୍ଜୀକୃତ
ହେଇନଥିଲେ ମଧ୍ୟ ଆମର ଏଜେଣ୍ଟମାନଙ୍କୁ ପ୍ରଶ୍ନ ପଚାରିପାରିବେ